
ପବିତ୍ର ଶ୍ରୀ ପଞ୍ଚମୀ ଅବଶରରେ
ମା ସରସ୍ବତୀଙ୍କ କରୁଣାରୁ ଅରୁଣିମା ଆପଣମାନଙ୍କ ପାଖରେ ଆଜି ପହଞ୍ଚିଛି ଏହାର ଷଷ୍ଠ ସଂଖ୍ୟାକୁ
ଧରି ଆଉ ଏଥରର ଏ ବିଶେଷ ସଂଖ୍ୟାରେ ରହିଛି କବିତାର ସମ୍ଭାର ଏଥର ସଂଖାରେ ଦେଖନ୍ତୁ ଅନେକ କିଛି
କବିତା ଆକାରରେ, ଯାହାକି ଆପଣମାନେ କଳ୍ପନା ବି କରି ନଥିବେ
ତେବେ ଆଉ ଡେରି ନକରି ଏହି
ସମ୍ପୂର୍ଣ୍ଣ ମାଗଣା ଇ ପତ୍ରିକାକୁ ପଢ଼ିବା ପାଇଁ ନିମ୍ନଲିଖିତ ଠିକଣାକୁ ଯାଆନ୍ତୁ
On the auspicious occasion of Shree Panchami with the holy blessings of Goddess Maa Saraswati Arunima has brought you it’s sixth issue. And please keep in mind this is an issue of poems. Here you will find many things in poetry form. So whom you are waiting for…
Please visit below link for the completely free online Odia magazine.
Please do not forget to write us your valuable thoughts after reading this issue.
ଏହିଠାରେ ପଢ଼ନ୍ତୁ
No comments:
Post a Comment