Monday, 14 November 2016

ଅରୁଣିମା ଇ-ପତ୍ରିକାର ଏକାଦଶ ସଂଖ୍ୟା କାର୍ତ୍ତିକ ପୂର୍ଣ୍ଣିମା ବିଶେଷାଙ୍କ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ଏହି ବିଶେଷ ସଂଖ୍ୟା, ଅରୁଣିମାର ଏକାଦଶ ସଂଖ୍ୟା୤ ଆ...କା...ମା...ବୈ... ର ବିଶେଷତ୍ବ ରହିଛି ଏଠି୤ ଏଥରର ଗଳ୍ପ ବିଭାଗ ନିଶ୍ଚୟ ଆପଣମାନଙ୍କ ମନ କିଣିବ୤ ଆପଣଙ୍କ ମତାମତ ଅପେକ୍ଷାରେ୤
ଆଉ ଏହି ସମ୍ପୂର୍ଣ୍ଣ ମାଗଣା ଇ ପତ୍ରିକାକୁ ପଢ଼ିବାର ଠିକଣାତ ଆପଣମାନେ ଜାଣନ୍ତି...

On the occasion of  “Kartika Purnima” we have published this 11the edition of Arunima.

The Short story section is quite different this time.
So do not miss this opportunity & also give your valuable comments. Please visit below link for the completely free online Odia magazine.

କମ୍ପ୍ୟୁଟରରେ ପଢ଼ିବା ପାଇଁ ମୋ ମାଧ୍ୟମରେ ଯାଆନ୍ତୁ (ଉଚ୍ଚମାନର ପତ୍ରିକା)

ମୋବାଇଲ୍‌ରେ ପଢିବା ପାଇଁ ମୋ ମାଧ୍ୟମରେ ଯାଆନ୍ତୁ (ନିମ୍ନ ମାନର ପତ୍ରିକା)

Wednesday, 9 March 2016

ଅରୁଣିମା ଇ-ପତ୍ରିକାର ଦଶମ ସଂଖ୍ୟା ମହାଶିବରାତ୍ରିି ବିଶେଷାଙ୍କ

ପବିତ୍ର ମହାଶିବରାତ୍ରିକୁ କେନ୍ଦ୍ର କରି ଅରୁଣିମାର ଏହି ବିଶେଷ ସଂଖ୍ୟା୤
ହି ଦଶମ ସଂଖ୍ୟାରେ ଦେବ ଦେବ ମହାଦେବଙ୍କ ଗୁଣଗାନ କରି ଆପଣମାନଙ୍କୁ ଏହା ଭେଟି ଦେଉଛି୤
ଏଥରର ସନ୍ଦର୍ଭ ଓ ଗଳ୍ପ ବିଭାଗଟି ନିଶ୍ଚୟ ପଢ଼ିବେ, ସଂପ୍ରୟୋଗଟି ନିମ୍ନରେ ଦିଆଯାଇଛି୤
ଆପଣଙ୍କ ମତାମତ ଅପେକ୍ଷାରେ୤


Keeping in mind Lord Siva’s Maha Siva Ratri this special issue is published with all the blessings from Mahadev.
Something special is there for you in the prose sections.
So do not miss this opportunity & also give your valuable comments.
Please visit below link for the completely free online Odia magazine.

ଏଠାରେ ପଢ଼ନ୍ତୁ

Thursday, 29 October 2015

ଅରୁଣିମା ଇ-ପତ୍ରିକାର ନବମ ସଂଖ୍ୟା କୁମାର ପୂର୍ଣ୍ଣମୀ ବିଶେଷାଙ୍କ


ପବିତ୍ର କୁମାରୋତ୍ସବ ଓ ମା ଗଜଲକ୍ଷ୍ମୀଙ୍କ ପୂଜା ଅବଶରରେ ଅରୁଣିମାର ଏହି ନବମ ସଂଖ୍ୟାକୁ ଭେଟି ଦେଉଛି୤ ଆଶା କରେ ସସ୍ନେହେ ଗ୍ରହଣ କରିବେ୤

ନିମ୍ନରେ ଥିବା ସଂପ୍ରୟୋଗରେ ଯାଇ ପଢ଼ିବାକୁ ଅନୁରୋଧ ରହିଲା୤ ମତାମତ ଦେବାକୁ ଯେମିତି ଭୁଲି ନ ଯାଆନ୍ତି....

It is my immense pleasure to offer you all this special issue of Arunima on the occasion of  “Kumarotsava” & “Gaja Lakshmi Puja”.

Dear all please read this issue of Arunima by clicking on the link given below & finally request you not to forget for giving your valuable comments to improve the magazine...






ଏଠାରେ ପଢ଼ନ୍ତୁ

Sunday, 9 August 2015

ଅରୁଣିମା ଇ-ପତ୍ରିକାର ଅଷ୍ଟମ ସଂଖ୍ୟା ନବକଳେବର ଓ ରଥଯାତ୍ରା ବିଶେଷାଙ୍କ




ମାତା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜାତ ହେ ବାସୁଦେବ ଆମେ ସମ୍ପାଦକ ବୃନ୍ଦ ଅରୁଣିମାର ଏହି ଅଷ୍ଟମ ସଂଖ୍ୟାକୁ ଆପଣଙ୍କ କରୁଣାରୁ ପ୍ରକାଶ କରିବାକୁ ସକ୍ଷମ ହୋଇଛୁ...
ସୁଧି ପାଠକମାନେ ଏହି ନବକଳେବର ବିଶେଷାଙ୍କକୁ ନିଶ୍ଚିତ ଭାବରେ ପଢ଼ିବେ ଓ ପଢ଼ିସାରି ଆପଣଙ୍କର ବହୁମୂଲ୍ୟ ମତାମତ ନିଶ୍ଚୟ ଦେବେ...
ଯଦି କେହି ଏଠାରେ ଲେଖାଯାଉଥିବା ବାକ୍ୟ ବା ଶବ୍ଦ ପଢ଼ିବାକୁ ଅକ୍ଷମ ହେଉଥାନ୍ତି ଦୟାକରି ତାହା ଆମ ଦୃଷ୍ଟିକୁ ଆଣିଲେ ଆମେ ଆବଶ୍ୟକୀୟ ପଦକ୍ଷେପ ନେଇ ଆପଣଙ୍କୁ ଆହୁରି ପଢ଼ିବାର ସୁଯୋଗ ଦେଇପାରିବୁ...
ଧନ୍ୟବାଦ...
Ohh Basudev, Mother Devaki's 8th son we, the editors of Arunima place this eighth edition on your lotus feet. Keep your blessing always on Arunima.

Dear readers please read this issue of Nabakalebara & Rathayatra & do not forget to give your valuable comments...

If you are not able to read the writings or not able to download the Magazine request you to bring that to our notice, so that we can take necessary steps to help you to enjoy the spirit of literature. 


Tuesday, 31 March 2015

ଅରୁଣିମା ଇ-ପତ୍ରିକାର ସପ୍ତମ ସଂଖ୍ୟା ଉତ୍କଳ ଦିବସ ବିଶେଷାଙ୍କ...


ଆଜି ଏହି ଉତ୍କଳ ଦିବସ ଅବଶରରେ ଉତ୍କଳ ମାତା ଓ ଜଗନ୍ନାଥଙ୍କ କରୁଣାରୁ ଅରୁଣିମା ଏହାର ସପ୍ତମ ସଂଖ୍ୟାକୁ ଆପଣମାନଙ୍କ ପାଖକୁ ଆଣିପାରିଛି୤ ସମସ୍ତ ପାଠକ ପାଠିକାମାନଙ୍କୁ ଉତ୍କଳ ଦିବସର ହାର୍ଦ୍ଦିକ ଅଭିନନ୍ଦନ୤ ଏଥର ରହିଛି କିଛି ଗ୍ଲାନି, କିଛି ଆଶା ମୋ ଓଡ଼ିଶା ବାସୀଙ୍କ ଉପରେ୤ ଏହି ସମ୍ପୂର୍ଣ୍ଣ ମାଗଣା ଇ ପତ୍ରିକାକୁ ପଢ଼ିବା ପାଇଁ ନିମ୍ନ ଲିଖିତ ଠିକଣାକୁ ଯାଆନ୍ତୁ୤ ଆପଣଙ୍କର ବହୁମୂଲ୍ୟ ମତା ମତ ଦେବାକୁ ଭୁଲିବେନି୤


On the occasion of  Utkal Dibas with the holy blessings of Lord Jagannath & Mother Utkal Arunima has brought you it’s seventh issue. Wish you all Happy Utkal Dibas. Please visit below link for the completely free online Odia magazine & read the hope of Utkal.

And most Importantly do not forget write us @ editor.arunima@gmail.com


Friday, 23 January 2015

ଅରୁଣିମା ଇ-ପତ୍ରିକାର ଷଷ୍ଠ ସଂଖ୍ୟା ଶୀତ ବିଶେଷାଙ୍କ ଗୀତ ବିଶେଷାଙ୍କ



ପବିତ୍ର ଶ୍ରୀ ପଞ୍ଚମୀ ଅବଶରରେ ମା ସରସ୍ବତୀଙ୍କ କରୁଣାରୁ ଅରୁଣିମା ଆପଣମାନଙ୍କ ପାଖରେ ଆଜି ପହଞ୍ଚିଛି ଏହାର ଷଷ୍ଠ ସଂଖ୍ୟାକୁ ଧରି୤ ଆଉ ଏଥରର ଏ ବିଶେଷ ସଂଖ୍ୟାରେ ରହିଛି କବିତାର ସମ୍ଭାର୤ ଏଥର ସଂଖାରେ ଦେଖନ୍ତୁ ଅନେକ କିଛି କବିତା ଆକାରରେ, ଯାହାକି ଆପଣମାନେ କଳ୍ପନା ବି କରି ନଥିବେ୤


ତେବେ ଆଉ ଡେରି ନକରି ଏହି ସମ୍ପୂର୍ଣ୍ଣ ମାଗଣା ଇ ପତ୍ରିକାକୁ ପଢ଼ିବା ପାଇଁ ନିମ୍ନଲିଖିତ ଠିକଣାକୁ ଯାଆନ୍ତୁ୤

On the auspicious occasion of Shree Panchami with the holy blessings of Goddess Maa Saraswati Arunima has brought you it’s sixth issue. And please keep in mind this is an issue of poems. Here you will find many things in poetry form. So whom you are waiting for…

Please visit below link for the completely free online Odia magazine.

Please do not forget to write us your valuable thoughts after reading this issue.


ଏହିଠାରେ ପଢ଼ନ୍ତୁ

Sunday, 7 September 2014

ଅରୁଣିମା ଇ-ପତ୍ରିକାର ପଞ୍ଚମ ସଂଖ୍ୟା ଖୁଦୁରୁକୁଣୀ ବିଶେଷାଙ୍କ ଆପଣମାନଙ୍କ ପାଇଁ


ଅରୁଣିମାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ...
ତଅପୋଇ ପରି ସବୁ ଦୁଃଖ ସହି ସାହିତ୍ୟ ତରିକୁ ଆଗେଇ ନେବାର ପଣରେ ଅରୁଣିମା ଭେଟି ଦେଉଛି ଏହି ପଞ୍ଚମ ସଂଖ୍ୟା ଖୁଦୁରୁକୁଣୀ ବିଶେଷାଙ୍କ ଆପଣମାନଙ୍କୁ....

ଆଶାକରେ ସବୁଥର ପରି ଏଥର ମଧ୍ୟ ଅରୁଣିମା ଆପଣମାନଙ୍କ ମନକୁ ଛୁଇଁ ପାରିବ..


Wish you all the best for a successful year for Arunima...

It is the duty of Arunima to take our literature to a high position. We the Editors of Aunima present before you one more beautiful edition of Khudurukuni special.

Please write us your thoughts & ideas @ editor.arunima@gmail.com