ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ, ଆସିଛି
ରଜଲୋ...
ଘେନି ନୂଆ
ସଜବାଜ...
ଧାନ କୁଟୁ ଅଛି ସମ୍ମା
ସାହିତ୍ୟ ନାଆରେ ଏ ଅରୁଣିମା, ଏ ଅରୁଣିମାଲୋ...
ଗପଗୀତ କରେ ଜମା...
ତାର ପଛ ଘୁଞ୍ଚାନାହିଁ ଜମା
ଆଶାକରେ ରଜ ବିଶାଷାଙ୍କ ଆପଣମାନଙ୍କ ମନକୁ ଛୁଇଁ ପାରିବ
Wish you all happy Raja Sankranti.
Avoid printing, save paper save tree
CLICK on me to download 4th issue of Arunima e-Patrika
ଏହିଠାରେ ଅରୁଣିମାର ୪ର୍ଥ ସଂଖ୍ୟାକୁ ପଢ଼ନ୍ତୁ