Sunday, 7 September 2014

ଅରୁଣିମା ଇ-ପତ୍ରିକାର ପଞ୍ଚମ ସଂଖ୍ୟା ଖୁଦୁରୁକୁଣୀ ବିଶେଷାଙ୍କ ଆପଣମାନଙ୍କ ପାଇଁ


ଅରୁଣିମାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ...
ତଅପୋଇ ପରି ସବୁ ଦୁଃଖ ସହି ସାହିତ୍ୟ ତରିକୁ ଆଗେଇ ନେବାର ପଣରେ ଅରୁଣିମା ଭେଟି ଦେଉଛି ଏହି ପଞ୍ଚମ ସଂଖ୍ୟା ଖୁଦୁରୁକୁଣୀ ବିଶେଷାଙ୍କ ଆପଣମାନଙ୍କୁ....

ଆଶାକରେ ସବୁଥର ପରି ଏଥର ମଧ୍ୟ ଅରୁଣିମା ଆପଣମାନଙ୍କ ମନକୁ ଛୁଇଁ ପାରିବ..


Wish you all the best for a successful year for Arunima...

It is the duty of Arunima to take our literature to a high position. We the Editors of Aunima present before you one more beautiful edition of Khudurukuni special.

Please write us your thoughts & ideas @ editor.arunima@gmail.com



Sunday, 15 June 2014

Arunima e-Ptrika's 4th issue Raja special issue for all of you


ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ, ଆସିଛି ରଜଲୋ...
ଘେନି ନୂଆ ସଜବାଜ...
ହଁ ହଁ ରୂପ ରଙ୍ଗର ମଉଜ

ଧାନ କୁଟୁ ଅଛି ସମ୍ମା
ସାହିତ୍ୟ ନାଆରେ ଏ ଅରୁଣିମା, ଏ ଅରୁଣିମାଲୋ...
ଗପଗୀତ କରେ ଜମା...
ତାର ପଛ ଘୁଞ୍ଚାନାହିଁ ଜମା୥

ସମସ୍ତ ପାଠକବୃନ୍ଦଙ୍କୁ ରଜ ହାର୍ଦ୍ଦିକ ଅଭିନନ୍ଦନ

ଆଶାକରେ ରଜ ବିଶାଷାଙ୍କ ଆପଣମାନଙ୍କ ମନକୁ ଛୁଇଁ ପାରିବ୤

Wish you all happy Raja Sankranti.

Its our pleasure to publish this issue the issue of Raja .

Please click on the below link to download this  e-magazine.

Avoid printing, save paper save tree


CLICK on me to download 4th issue of Arunima e-Patrika
ଏହିଠାରେ ଅରୁଣିମାର ୪ର୍ଥ ସଂଖ୍ୟାକୁ ପଢ଼ନ୍ତୁ

Sunday, 16 March 2014

Arunima e-Ptrika's Dolapurnima issue for you all

Its the pleasure of Editors to publish Dolapurnima Bishasanka with lots of holi wishes, Be safe at holi.....

Wish you all happy & safe Holi.

Click at the below link to download the magazine's 3rd issue


Clik here And enjoy reading this issue with colours